ଦାତା
ଦେଖଣା
ଦାତା
ଉଚ୍ଚାରଣ
[ସମ୍ପାଦନା](ଦାତ୍ରୀ—ସ୍ତ୍ରୀ)
(ଗ୍ରହୀତା—ବିପରୀତ)
(କୃପଣ; ଅଦାତା—ବିପରୀତ)
=== ସଂସ୍କୃତ - ବିଶେଷଣ - ପୁଂ—(ଦା ଧାତୁ +କତ୍ତୃ. ତୃକ୍; ଦାତୃ ଶବ୍ଦ ୧ମା. ୧ବ)
- ୧. ଦାନ କାରୀ; ଯେ ଦାନ କରେ — ୧. Giving; bestowing.
[ ଦ୍ର—ଏହା ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୁକ୍ତ ହୋଇ ମଧ୍ୟ ବ୍ୟବହୃତ ହୁଏ ]
- ୨. ଦାନଶୀଳ; ବଦୀନ୍ୟ —୨. Liberal; bounteous generous munificient; open handed.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଦାନକାରୀ ବ୍ୟକ୍ତି —Doner; giver.