ଦାତାଷଣ୍ଡ
(ଦାତାଷଣ୍ଡ(ଣ୍ଢ)—ଅନ୍ୟରୂପ)
(ସଂସ୍କୃତ - ଦାନଶୌଣ୍ଡ)—(ବ୍ୟଙ୍ଗ୍ୟକ୍ତିରେ ବ୍ୟବହୃତ)— ଅକାତରରେ ଦାନ କରିବା ବ୍ୟକ୍ତି; ଦାନ କରିବାକୁ ଉତ୍କଣ୍ଠିତ; ଦାନବୀର — Very liberal or magnanimous person; a very generous person.