Jump to content

ଦାତ୍ୟୂହ

ଉଇକିଅଭିଧାନ‌ରୁ

ଦାତ୍ୟୂହ

ଉଚ୍ଚାରଣ

[ସମ୍ପାଦନା]

(ଦାତ୍ୟୌହ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଦୋ ଧାତୁ=ଛେଦନ କରିବା+ଭାବେ. କ୍ତି= ଦାତି; ଦାତି=ଛେଦନ+ଊହ୍ ଧାତୁ=ତର୍କ କରିବା+କତ୍ତୃ. ଅ)

[ସମ୍ପାଦନା]
୧. ଡ଼ାହୁକ ପକ୍ଷୀ — ୧. A kind of acqiatic bird or water fowl.
୨. ଚାତକ ପକ୍ଷୀ —୨. The pied crested cuckoo.
୩. ମେଘ —୩. Cloud.