Jump to content

ଦାଦ

ଉଇକିଅଭିଧାନ‌ରୁ

ଦାଦ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦଦ୍ ଧାତୁ=ଦାନ କରିବା+ଭାବ. ଅ)

[ସମ୍ପାଦନା]

ଦାନ — Gift.

ବୈଦେଶିକ - ବିଶେଷ୍ୟ -

[ସମ୍ପାଦନା]
୧. (ଫାରାସୀ - ନନ୍ଦେ) ପ୍ରତିଶୋଧ — ୧. Revenge.
୨. (ଫା) ନ୍ୟାୟ ବିଚାର ପ୍ରାର୍ଥନା — ୨. Prayer for justice.
୩. ନିଷାପ —୩. Adjudication of a matter.