ଦାଦନ
ଦେଖଣା
ଦାଦନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ତୁଳ. ସଂସ୍କୃତ - ଦାନ)
[ସମ୍ପାଦନା]- ୧. କୌଣସି ପଦାର୍ଥ ପାଇବା ଆଶାରେ ବା କାର୍ଯ୍ୟ ପାଇବା ଆଶାରେ ଧନ ଆଗତୁରା ଦେବା; ଅଗ୍ରିମ ଦାନ —୧. Payment in advance; advance.
- ୨. ଧନାଦି ଅଗ୍ରିମ ଦେବାର ରୀତି — ୨. The system of advance payments.
- ୩. ଧନ ବା ଶସ୍ୟାଦି ସୁଧରେ ଖଟାଇବା; ଧାନ ଦେଢ଼ି ଲଗାଇବା —୩. Advancing paddy or gains on loan; investment of paddy or other grains on interest.
- ୪. ଲାଭ ସହିତ ଧାନ ବା ଶସ୍ୟାଦି ପାଇବା ଆଶାରେ ଆଗତୁରା ଟଙ୍କା କାଢ଼ିଆ ଲଗାଇବା —୪. Advancing money to get in return paddy or other grains etc with a profit on some fixed date.
- ୫. ମୂଲିଆମାନେ ଭବିଷ୍ୟତରେ କାମ କରିବେ ବୋଲି ତାଙ୍କୁ ଆଗତୁରା ଟଙ୍କା ଦେବା —୫. Payment of advance wages to laboures on promise of furture service.