Jump to content

ଦାଦନି

ଉଇକିଅଭିଧାନ‌ରୁ

ଦାଦନି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଫା)

[ସମ୍ପାଦନା]
୧. ଦାଦନ ଦିଆଯିବା; ଆଗତୁରା ଦିଆଯିବା — ୧. Paid in advance; advanced.
୨. ଅଗ୍ରିମ ଦେୟ —୨. Payble in advance.
୩. ଦାଦନ ସମ୍ୱନ୍ଧୀୟ —୩. Relating to advance payment.

ବିଶେଷ୍ୟ -

[ସମ୍ପାଦନା]

ଆଗତୁରା ଦିଆଯିବା ଧନ ବା ବସ୍ତୁ — An advance.