ଦାଦନ ଖାତା
(ଦାଦନି ଖାତା—ଅନ୍ୟରୂପ)
ଯେଉଁ ଖାତାରେ ଦାଦନ ଦିଆଯିବା ଧାନ ବା ଟଙ୍କା ଲେଖା ରହେ —Account book showing entries of advances made to different persons.