ଦାଦନ ଦେବା
ଦେଖଣା
ଦାଦନ ଦେବା
ଉଚ୍ଚାରଣ
[ସମ୍ପାଦନା](ଦାଦନ ଲଗା(ଗେ)ଇବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦାଦନ ଦେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଭବିଷ୍ୟତରେ କାମ କରିବା ନିମନ୍ତେ ଜବାବ କରିବା ମୂଲିଆଙ୍କୁ ଆଗତୁରା ଟଙ୍କା ଦେବା —୧. To pay advance wages to coolies on promise of future service.
- ୨. ନିର୍ଦ୍ଧାରିତ ମିଆଦରେ ଦାଣ୍ଡ ପ୍ରଚଳିତ ଭାଉ ଅପେକ୍ଷା ବେଶି ପରିମାଣରେ ଶସ୍ୟ ଆଦି ଦେବା ପାଇଁ ଜବାବ କରିବା ବିକ୍ରେତାକୁ ଆଗତୁରା ଟଙ୍କା ଦେବା — ୨. To advance money to a seller who promises to deliver paddy or other grains on a certain date in a quantity higher than the current market rate.