Jump to content

ଦାଦା

ଉଇକିଅଭିଧାନ‌ରୁ

ଦାଦା

ଉଚ୍ଚାରଣ

[ସମ୍ପାଦନା]

(ଦଦା—ଅନ୍ୟରୂପ)

  • (file)

ଅନୁବାଦ

[ସମ୍ପାଦନା]

ପ୍ରାଦେଶିକ - (ମେଦିନୀପୁର; ସମ୍ୱଲପୁର) (ସଂ ତାତ; ତୁଳସଂସ୍କୃତ - ତୁଳ. ଇଂ ତାଡ଼ୀ=ପିତାକୁ ଶିଶୁର ସ୍ନେହ ସଂବୋଧନ; ଗ୍ରୀକ୍— ତାତା; ପ୍ରାଚୀନ ଲାଟିନ୍ ତାତା)

[ସମ୍ପାଦନା]
୧. ବଡ଼ ଭାଇ; ଜ୍ୟୋଷ୍ଠ ଭ୍ରାତା; ଭାଇନନା —୧. Elder brother.
୨. ପିତାମହ; ଅଜା —୨. Grand father.

(ଯଥା—ବାପଦାଦାଙ୍କ ଦିହକରୁ ଏ କଥା ଶୁଣା ନଥିଲା)

୩. ଦାଦି (ଦେଖ) - ୩. Dādi (See)