Jump to content

ଦାଦାଭଟ ଦାଦାଭାଇ

ଉଇକିଅଭିଧାନ‌ରୁ

ଦାଦାଭଟ ଦାଦାଭାଇ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ପୁନାର ଜ୍ୟୋତିଷଗ୍ରନ୍ଥର ଟୀକାକାର ପଣ୍ଡିତ (ଏ ଚିତ୍ତ ପାବନ ବ୍ରାହ୍ମଣ, ଏ ସୂର୍ଯ୍ୟ ସିଦ୍ଧାନ୍ତର ଟୀକା କରିଥିଲେ ଓ ସାମୁଦ୍ରିକ ଗ୍ରନ୍ଥ ମଧ୍ୟ ରଚନା କରିଥିଲେ) — A commentator of Sūrj̄ya Siddhānta and the author of a Sanscrit book of palm-history.