ଦାଦାଭାଇ ନଉଭୋଜୀ
ଦେଖଣା
ଦାଦାଭାଇ ନଉଭୋଜୀ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଭାରତର ପ୍ରସିଦ୍ଧ ସ୍ୱର୍ଗୀୟ ପାର୍ସୀ ଦେଶହିତୈଷୀ —Dādābhāi
ଦାଦାଭାଇ ନାଉରୋଜୀ,ଦାଦାଭାଇନାରୋଜୀ, ଦାଦାଭାଇନୌରୋଜୀଅନ୍ୟରୂପ Naoroji.
[ଦ୍ରଷ୍ଟବ୍ୟ —ଏହାଙ୍କ ଜନ୍ମସ୍ଥାନ ବମ୍ୱେ ଏ ଭାରତବର୍ଷୀୟମାନଙ୍କର ସାମାଜିକ, ବୈଷୟିକ, ରାଜନିତିକ ଓ ଶିକ୍ଷା ସମ୍ୱନ୍ଧୀୟ ଉନ୍ନତି ପାଇଁ ନାନା ଅନୁଷ୍ଠାନ, ଆନ୍ଦୋଳନ ସଭା, ସଂବାଦପତ୍ର ପରିଚାଳନା କରି ଥିଲେ ଏ ତିନି ଥର ଭାରତୀୟ କଂଗ୍ରେସ୍ର ସଭାପତି ନିର୍ବାଚିତ ହୋଇ ଥିଲେ ଓ ବିଲାତ ପାର୍ଲାମେଣ୍ଟର ସଭ୍ୟ ହୋଇଥିଲେ ଏହାଙ୍କର ପ୍ରସିଦ୍ଧ ଇଂରାଜୀ ଗ୍ରନ୍ଥ Povert and unbritish Rule in Indiaରେ ଭାରତବର୍ଷର ରାଜନୀତିକ, ଆର୍ଥିକ ଓ ବୈଷୟିକ ଉନ୍ନତି ବିଷୟରେ ଅନେକ ଗବେଷଣାପୂର୍ଣ୍ଣ ତଥ୍ୟ ଓ ଉପଦେଶ ଲିପିବଦ୍ଧ କରିଅଛନ୍ତି ଜଗତର ପ୍ରସିଦ୍ଧ ବ୍ୟକ୍ତିଙ୍କ ମଧ୍ୟରେ ଏ ଜଣେ ଏହାଙ୍କର ଜନ୍ମ ୧୮୨୫: ଓ ମୃତ୍ୟୁ୧୯୧: ]