ଦାଦି
ଦେଖଣା
ଦାଦି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ତାତ; ବ୍ରାହ୍ମଣେ ତରମାନଙ୍କ ବ୍ୟବହ଼ୃତ)
[ସମ୍ପାଦନା]ବାପାଙ୍କ ସାନ ଭାଈ; କନିଷ୍ଠ ପିତୃବ୍ୟ; କକେଇ; କକା — Father's younger brother; younger paternal uncle.
ବାବୁ ବଡ଼ ବାବୁ ଯେ ଦାଦିଙ୍କ ପାଖରେ କୃଷ୍ନସିଂହ. ମହାଭାରତ.ବନ
ପ୍ରାଦେଶିକ - (ବସ୍ତର) ବିଶେଷ୍ୟ - (ତୁଲ. ହିନ୍ଦୀ - ଦାଦୀ=ପିତାମହୀ)
[ସମ୍ପାଦନା]ପିତାମହ —Grand father.