Jump to content

ଦାଦିପୁଅ ଭାଇ

ଉଇକିଅଭିଧାନ‌ରୁ

ଦାଦିପୁଅ ଭାଇ

ଉଚ୍ଚାରଣ

[ସମ୍ପାଦନା]

(ଦାଦା ଝିଅ ଭଉଣୀ—ବିପରୀତ ଲିଙ୍ଗ ବାଚକ ଶବ୍ଦ)

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

କକେଇ ପୁଅ ଭାଇ — One's first causin; being the son of one's younger uncle.

ପାଣ୍ଡବେତ ତୁମ୍ଭର ଦାଦିପୁଅ ଭାଇ କୃଷ୍ନସିଂହ. ମହାଭାରତ. ସଭା