Jump to content

ଦାଦୁ

ଉଇକିଅଭିଧାନ‌ରୁ

ଦାଦୁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଦ୍ରୂ; ପ୍ରା. ଦଦ୍ଦ)

[ସମ୍ପାଦନା]
୧. ଜାଦୁ; ଦଦ୍ରୁ ରୋଗ — ୧. Ringworm.

[ଦ୍ରଷ୍ଟବ୍ୟ —ଏହା ଚର୍ମରୋଗ; ଚମରେ ଏକ ପ୍ରକାର କୀଟ ଜନ୍ମି ଏ ରୋଗ ହୁଏ; ଦାଦୁ ଅନେକ ପ୍ରକାର ଯଥା—ଶୁଖୁଦାଦୁ; ଅଇଁଠାଦାଦୁ; କୋଡ଼ଦାଦୁ, ଅଣ୍ଟାଦାଦୁ, ମଇଷିଆ ଦାଦୁ ]

୨. ବଡ଼ବାପ —୨. Grand father.