Jump to content

ଦାଦୁଆ

ଉଇକିଅଭିଧାନ‌ରୁ

ଦାଦୁଆ

ଉଚ୍ଚାରଣ

[ସମ୍ପାଦନା]

(ଦାଦୁରା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]
(ଦାଦେ(ଦୋ)ଈ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ଦଦ୍ରୂର)

[ସମ୍ପାଦନା]
୧. ଜାଦୁରା; ଦଦ୍ରୁରୋଗ— କ୍ରାନ୍ତ —୧. Suffering from ringworm.
୨. ଉପରେ ଜାଦୁ ମାଡ଼ିଲା ପରି ଦେଖା ଯାଉଥିବା (ବସ୍ତୁ ବା ଚମଡ଼ା) — ୨. Spotted like ringworm; looking like a skin spread over with ringwork.