Jump to content

ଦାଦୁଖାଇ

ଉଇକିଅଭିଧାନ‌ରୁ

ଦାଦୁଖାଇ

ଉଚ୍ଚାରଣ

[ସମ୍ପାଦନା]

(ଦାଦିମାରୀ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଦ୍ରୂମର୍ଦ୍ଦନ)

[ସମ୍ପାଦନା]

ଦାଦୁଖାଇ ଗଛ; କାଞ୍ଚନାଦି ବର୍ଗର ଏକପ୍ରକାର ଗଛ; ଚାକୁଣ୍ଡା ୧ (ଦେଖା) — The Cassia Tora tree; Cassia Alata; Chākuṇḍā ୧ (See)

[ଦ୍ରଷ୍ଟବ୍ୟ —ଏହାର ଫୁଲ ହଳଦିଆ, ପତ୍ର ବିଲାତି ଚାକୁଣ୍ଡା ପରି; ଗଛ ୩/୪: ହାତ ଉଚ୍ଚ; ଏଥିର ପତ୍ର ମଳି ଜାଦୁରେ ଘଷିଲେ ଜାଦୁ କମିଯାଏ କିନ୍ତୁ ଭାରି ପୋଡ଼େ ]