Jump to content

ଦାଧିକ

ଉଇକିଅଭିଧାନ‌ରୁ

ଦାଧିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦଧି+ସଂଯୁକ୍ତାର୍ଥେ. ଇକ)

[ସମ୍ପାଦନା]

ଦଧିଯୁକ୍ତ —Mixed with curds.

ବିଶେଷ୍ୟ -

[ସମ୍ପାଦନା]

ଦହି ଭାତ —Rice mixed with curd.