ଦାନଗଦି
ଦେଖଣା
ଦାନଗଦି
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ଦାନ+ଫାରାସୀ - ଗଦ୍ଦି)
[ସମ୍ପାଦନା]ମୁନିସି ପାଲିଟି ଏରିଆରେ ବିକ୍ରି କରିବା ପାଇଁ ମଫସଲରୁ ପଣ୍ୟାଦି ଆଣୁଥିବା ବ୍ୟକ୍ତିଙ୍କ ଠାରୁ ଶୁଳ୍କ ଆଦାୟ କରାଯିବା କାର୍ଯାଳୟ —The office where octroi (town duty) is leived in the town of Sambalpur.
[ଦ୍ରଷ୍ଟବ୍ୟ —ସମ୍ୱଲପୁର ମୁନିସିପାଲିଟିରେ ଏହା ଦାନଗତି ବିଭାଗରେ ଏହି ବରଷକ ମଧ୍ୟରେ ପ୍ରାୟ ପନ୍ଦର ହଜାର ଟଙ୍କା ଉଣା ପଡ଼ିଲାଣି ଉତ୍କଳ ସେବକ ତା ୨୭/୬/୨୯: ]