Jump to content

ଦାନଜଳ

ଉଇକିଅଭିଧାନ‌ରୁ

ଦାନଜଳ

ଉଚ୍ଚାରଣ

[ସମ୍ପାଦନା]

(ଦାନବାରି—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ମଦବାରି; ମଦ ଜଳ; ହସ୍ତୀର ଗଣ୍ଡାସ୍ଥଳୀ ଦିରୁ ନିସୃତ ଜଳ —The strongly scented secretion from the temples of an elephant in rut.
୨. ଦାନ ସମୟରେ ବ୍ରାହ୍ମଣ ହସ୍ତରେ ଦିଆଯିବା ଜଳ — ୨. The water given to the hand of the Brahman who is going to take a gift.

ବିଗଳିତ ଜଳଧାରା ଯହିଁ ଦାନ ଜଳ—ଉପେନ୍ଦ୍ରଭଞ୍ଜ. ବୈଦେହୀଶବିଳାସ