Jump to content

ଦାନପତି

ଉଇକିଅଭିଧାନ‌ରୁ

ଦାନପତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଅତିଶୟ ଦାତା; ମହାଦାନୀ — Very generous on open handed.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଅକ୍ରୂରର ଏକ ନାମ (ଏ ସ୍ୟମନ୍ତକ ମଣି ପ୍ରଭାବରୁ ପ୍ରତିଦିନ ବିପୁଳଅର୍ଥ ପ୍ରଦାନ କରିଥିଲେ—ହିନ୍ଦୀ - ଶବ୍ଦସାଗର) — A name of Akūrra.