Jump to content

ଦାନପତ୍ର

ଉଇକିଅଭିଧାନ‌ରୁ

ଦାନପତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦାନ ବିଷୟକ ପତ୍ର—କର୍ମଧା)

[ସମ୍ପାଦନା]

ଦତ୍ତପତ୍ର; କୌଣସି ସମ୍ପତ୍ତି ଅନ୍ୟକୁ ଦାନ କରିବାର ଲେଖା — A deed of gift; agrant.

[ ଦ୍ର—ପୂର୍ବେ ରାଜାମାନେ ତାମ୍ରପଟ୍ଟାରେ ଖୋଦିତ ଲିପି ଲେଖି ଭୂମି ଆଦି ଦାନ କରୁଥିଲେ ]