Jump to content

ଦାନବାରି

ଉଇକିଅଭିଧାନ‌ରୁ

ଦାନବାରି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦାନବ+ଅରି; ୬ଷ୍ଠୀ ତତ୍)

[ସମ୍ପାଦନା]
୧. ଦେବତା — ୧. God.
୨. ବିଷ୍ନୁ —୨. Bishṇu.
୩. (ଦାନ=ହସ୍ତୀର ମଦରୂପ+ବାରି; ରୂପକ କର୍ମଧା)— ହସ୍ତୀର ଗଣ୍ଡସ୍ଥଳରୁ କ୍ଷରିତ ମଦଜଳ —୩. Strongly scented liquid discharged from the temples of a male elephant in rut.