Jump to content

ଦାନସାଗର

ଉଇକିଅଭିଧାନ‌ରୁ

ଦାନସାଗର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦାନର ସାଗର; ୬ଷ୍ଠୀ ତତ୍; ଉପକରଣାଧିକ୍ୟେ ଦାନର ସାଗର ପରି)

[ସମ୍ପାଦନା]

ଶ୍ରାଦ୍ଧାଦି ଉପଲକ୍ଷରେ ବ୍ରାହ୍ମଣଙ୍କୁ ଯେଉଁ ଷୋଡ଼ଷ ଦାନ ଦିଆଯାଏ; ତାହାର ପ୍ରତ୍ୟେକର ୧୬: ସଂଖ୍ୟାବିଶିଷ୍ଟ ଦାନ; ୧୬: ଗୋଟି ଷୋଡ଼ଷ—(ଷୋଡ଼ଷ ଦାନ ଦେଖ) — The present of ୧୬ classes of articles to Brāhmaṇs, ୧୬ times on the occasion of a deceased ancestor. Shoṟḍ̠aṡa dāna (See)