Jump to content

ଦାନାଦାର୍

ଉଇକିଅଭିଧାନ‌ରୁ

ଦାନାଦାର୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଫା)

[ସମ୍ପାଦନା]
୧. ଦାନା ପରି ଛୋଟ ଓ ଗୋଲ ରୁଆ ରୁଆ — ୧. Granulated; small globular, consisting of small globules.


୨. ଯାହାର ଅଦିନରେ କୌଣସି ମନୁଷ୍ୟ ଚାକିରି କରି ପେଟ ପୋଷି ହେଉ ଥାଏ; ନିଜର ପ୍ରଭୁ ବା ପୋଷଣା— ହାରୀ; ଖାମିନ୍ଦ —୨. One's master; a person who provides for another's living.