ଦାନା ଖଞ୍ଜିବା
ଦେଖଣା
ଦାନା ଖଞ୍ଜିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦାନା ଖଞ୍ଜିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ବ୍ୟକ୍ତିର ଜୀବିକା ନିର୍ବାହର ଉପାୟ କରିବା —୧. To provide a person with his livelihood.
- ୨. (ଈଶ୍ୱର) କୌଣସି ବ୍ୟକ୍ତିର ପୋଷି ହେବାର ଉପାୟ କରିବା —୨. (God) To make provision for a person.