ଦାନା ଝଡ଼ା ଖୁଣ୍ଟି
ଦେଖଣା
ଦାନା ଝଡ଼ା ଖୁଣ୍ଟି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଲଡ଼ୁ ଆଦିର ଦାନା କରେଇରୁ ଛାଣିବା ବେଳେ ଗୁଡ଼ିଆ ମାନେ ଦାନା ପ୍ରସ୍ତୁତ କରିବାରେ ବ୍ୟବହାର କରୁଥିବା ଜାଲିଚଟୂକୁ ଭୂମିରେ ପୋତା ଯେଉଁ ଖୁଣ୍ଟି ଉପରେ ବାଡ଼େଇ ଝାଡ଼ି ଦିଅନ୍ତି — A small post driven into the ground on which confectioners strike the ladle through which dough percolates and falls into the frying pan for being made into globules for Laḍḍu.