Jump to content

ଦାନା ପାଣି ଛାଡ଼ିବା

ଉଇକିଅଭିଧାନ‌ରୁ

ଦାନା ପାଣି ଛାଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଦାନା ଛାଡ଼ିବା, ଦାନାପାଣି ଛାଡ଼ିଦେବା, ଦାନା ନ ଛୁଇଁବା, ଦାନା ନ ଛୋଇଁବା, (ତାକୁ) ଦାନା ନ ରୁଚିବାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ରୋଗ ବା ଚିନ୍ତା ବା ଗଭୀର ମନୋ— ଦୁଃଖରେ ଅନ୍ନଜଳ ଗ୍ରହଣ ନ କରିବା — To give up taking food on account of illness of grave anxiety of grief.