Jump to content

ଦାନ୍

ଉଇକିଅଭିଧାନ‌ରୁ

ଦାନ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

=== ବୈଦେଶିକ - ବିଶେଷ୍ୟ - (ଫାରାସୀ - ତୁଳ. ସଂସ୍କୃତ - ଆଧାନ; ଅନ୍ୟଶବ୍ଦ ସଙ୍ଗେ ବ୍ୟବହୃତ

(ଯଥା—ଆତରଦାନ୍) ===

୧. ଦାନୀ; ଆଧାର —୧. A receptacle.

(ଯଥା—ଆତରଦାନ୍)

୨. ରଖିବାର ସ୍ଥାନ —୨. A place for putting.

(ଯଥା—ପାଓଦାନ୍)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ପାଦ; ଗୋଡ଼ —Leg.