ଦାନ୍ତଖିରି
ଦେଖଣା
ଦାନ୍ତଖିରି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦାନ୍ତଖିରି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପୁରୁଣା ଦେଉଳମାନଙ୍କର ପଥର ସନ୍ଧିରେ ଓ ପାହାଡ଼ିଆ ଜାଗାରେ ଉଠିବା ଗୁଳ୍ମବିଶେଷ — A kind of weed growing on the fissures of old biuildings.
[ଦ୍ରଷ୍ଟବ୍ୟ —ଏହାର ଖିର କଟା ଘାରେ ଲାଗାଇଲେ ଘା ଶୁଖିଯାଏ]