ଦାନ୍ତରେ କୁଟା
ଦେଖଣା
ଦାନ୍ତରେ କୁଟା
ଉଚ୍ଚାରଣ
[ସମ୍ପାଦନା]ଦାନ୍ତରି କୁଟା, ଦାନ୍ତେରି କୁଟା, ଦାନ୍ତେରେ କୁଟାଅନ୍ୟରୁପ
ଅନୁବାଦ
[ସମ୍ପାଦନା]ଦାନ୍ତରେ କୁଟା
|
ଦେଶଜ - ବିଶେଷଣ -
[ସମ୍ପାଦନା]ଦାନ୍ତରେ ତ୍ରଣ ଧରି ପ୍ରର୍ଥନାକାରୀ — Supplicating very humbly.
ବିଶେଷ୍ୟ -
[ସମ୍ପାଦନା]- ୧. ବିନତୀ ପ୍ରାର୍ଥନା କରିବା ପାଇଁ ଦାନ୍ତରେ ତୃଣାଦି ଧରିବା —୧. Holding a blade of straw or grass in the teeth indicating suppliant attitude.
ପାଇକମାନଙ୍କ ଦାନ୍ତରେ କୁଟା ଦେଖି ବୋଇଲେ ଥାଅ ଜୀଇଁ ଭୟକୁ ଉପେକ୍ଷି କୃଷ୍ଣସିଂହ. ମହାଭାରତ ବନ
- ୨. ଅତି ବିନତୀ ପ୍ରାର୍ଥନା —୨. Supplication.
[ଦ୍ରଷ୍ଟବ୍ୟ — ଅତି ବିନୟ ପ୍ରାର୍ଥନାର ଚିହ୍ନସ୍ୱରୁପ ପ୍ରାର୍ଥନାକାରୀ ଦାନ୍ତରେ କୁଟା ଖଣ୍ଡିଏ ଧରିବାଦ୍ୱାରା ନିଜକୁ ଅତ୍ୟନ୍ତ ତୁଚ୍ଛ ବୋଲି ଜଣାଯାଏ]