Jump to content

ଦାନ୍ତରେ ତିରଣ ଦେବା

ଉଇକିଅଭିଧାନ‌ରୁ

ଦାନ୍ତରେ ତିରଣ ଦେବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

କିଛିମାତ୍ର ଖାଇବା — To take a bit of food.

ଆଜି ଏକାଦଶୀ, ସେ ଦାନ୍ତରେ ତିରଣ ଦେଇ ନାହିଁ ଫକୀରମୋହନ. ଛମାଣ ଆଠଗୁଣ୍ଠ