ଦାନ୍ତରେ ବାଜିବା
ଦେଖଣା
ଦାନ୍ତରେ ବାଜିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦାନ୍ତରେ ବାଜିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା](କୋମଳ ପଦାର୍ଥ ଖାଇବା ବେଳେ ତହିଁ ମଧ୍ୟରେ ଥିବା ଟାଣୁଆ ଗୋଡ଼ିଆଦି) ଦାନ୍ତକୁ ଲାଗିବା —To strike the teeth (said of some hard thing found inside a soft thing when being eaten.)