ଦାନ୍ତିବା
(ଦାନ୍ତେଇବା—ଅନ୍ୟରୂପ)
ଦନ୍ତୋଦ୍ଗମ ଯୁକ୍ତହେବା — To teethe; to have dentition; to have one's teeth coming out; to undergo teething.
(ଯଥା—ଏ ଦାମୁଡ଼ିଟା ୪ଟା ଦାନ୍ତିଲାଣି)