Jump to content

ଦାନ୍ତୁଆଣି

ଉଇକିଅଭିଧାନ‌ରୁ

ଦାନ୍ତୁଆଣି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦନ୍ତଧାପନ; ଦନ୍ତ ପବନ. ହିନ୍ଦୀ - ଶବ୍ଦସାଗର)

[ସମ୍ପାଦନା]
୧. ଦାନ୍ତ ଘଷିବା; ଦନ୍ତଧାପନ କର୍ମ — ୧. Cleansing of the teeth.
୨. ଠାକୁର ଓ ରାଜାମାନଙ୍କୁ କାଠିଲାଗି ନୀତି —୨. The act of cleansing of the teeth (ceremoniously so called in the cases of Rajas and Deities).