ଦାନ୍ତୁରା
(ଦାନ୍ତୁଡ଼ା—ଅନ୍ୟରୂପ)
ଦାନ୍ତୁରୀ, ଦାନ୍ତୁଡ଼ୀ ସ୍ତ୍ରୀ
ବଡ଼ଦାନ୍ତବିଶିଷ୍ଟ; ବଡ଼ଦାନ୍ତିଆ — Having prominent or bulging out teeth; having large teeth.