Jump to content

ଦାନ୍ତ ଉପାଡ଼ିବା

ଉଇକିଅଭିଧାନ‌ରୁ

ଦାନ୍ତ ଉପାଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
୧. ଦାନ୍ତକୁ ଟାଣି ଆଣି ମୂଳୋସ୍କାଟନ କରିବା — ୧. To take out a tooth.
୨. ଗର୍ବ ଚୂର୍ଣ୍ଣ କରିବା —

ଅନୁବାଦ

[ସମ୍ପାଦନା]
(ଦାନ୍ତ ଓପାଡ଼ିବା,ଦାନ୍ତ ଭାଙ୍ଗିବା—ଅନ୍ୟରୂପ) ୨. To himiliate a person; to crub the pride of.

(ଯଥା—ମୋ ମୁଁହ ଉପରେ ମୋର କିଏ ଦିର୍ନାମ କଲେ ମୁଁ ତା ଦାନ୍ତ ଓପାଡ଼ି ଦେବି)