Jump to content

ଦାନ୍ତ କଡ଼ ମଡ଼ କରିବା

ଉଇକିଅଭିଧାନ‌ରୁ

ଦାନ୍ତ କଡ଼ ମଡ଼ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦାନ୍ତ ଚୋବା(ବେ)ଇବା; ଦାନ୍ତ ରଗଡ଼ିବା, ଦାନ୍ତ ରେକଟିବା; ଦାନ୍ତ ରେକେଟିବା ଅନ୍ୟରୂପ

ଦେଶଜ - କ୍ରିୟାପଦ - (କ୍ରୋଧ ବା ସ୍ୱପ୍ନର)

[ସମ୍ପାଦନା]

ଦାନ୍ତରେ ଦାନ୍ତ ଘଷି ହୋଇଯିବାରୁ ଶବ୍ଦ କରିବା; ଦାନ୍ତରେ ଦାନ୍ତକୁ ରଗଡ଼ି କଡ଼ମଡ଼ ଶବ୍ଦ କରିବା — To gnash the teeth; to grind one's jaw; to chatter.