ଦାନ୍ତ ଖୁଣ୍ଟିବା
ଦେଖଣା
ଦାନ୍ତ ଖୁଣ୍ଟିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦାନ୍ତ ଖୁଣ୍ଟିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଦାନ୍ତର ସନ୍ଧିରୁ ଖାଦ୍ୟଦ୍ରବ୍ୟର କଣାମାନ ମୁନିଆ ସରୁ କାଠିଦ୍ୱାରା ବାହାର କରିବା — To pick one's teeth.
ଦାନ୍ତ ଖୁଣ୍ଟିବା
|
ଦାନ୍ତର ସନ୍ଧିରୁ ଖାଦ୍ୟଦ୍ରବ୍ୟର କଣାମାନ ମୁନିଆ ସରୁ କାଠିଦ୍ୱାରା ବାହାର କରିବା — To pick one's teeth.