ଦାନ୍ତ ଛୋଡ଼ା
ନିର୍ଲ୍ଲଜ; ଦରହସା — Given to loud and inordinate laughter.
=== ଗ୍ରାମ୍ୟ - ବିଶେଷ୍ୟ - (ଅବଶିଷ୍ଟ)
ନିର୍ଲ୍ଲଜ ଐଆଚରଣ; ନିର୍ଲ୍ଲଜ ହସ; ନିର୍ଲ୍ଲଜତାସୁଚକ ଉଚ୍ଚ ହାସ୍ୟ —Laugh by exhibting the rows of teeth out of shamelessness; grinning.