ଦାନ୍ତ ଛୋଡ଼ିବା
ଦେଖଣା
ଦାନ୍ତ ଛୋଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦାନ୍ତ ଛୋଡ଼ିବା
|
[ଦାନ୍ତ ନେ(ଲେ)ଫେଡ଼ିବା—ଅନ୍ୟରୂପ]
ଗ୍ରାମ୍ୟ - କ୍ରିୟାପଦ - (ଇତର ଓ ଅଶିଷ୍ଟ)
[ସମ୍ପାଦନା]ନିର୍ଲ୍ଲଜତାସୂଚକ ଉଚ୍ଚ— ହାସ୍ୟ କରି ଦାନ୍ତ ମାନ ପ୍ରକାଶ କରିବା — To laugh by exhibiting the rows of teeth, to grin broadly.