ଦାନ୍ତ ଝାଡ଼ିଦେବା
ଦେଖଣା
ଦାନ୍ତ ଝାଡ଼ିଦେବା
ଉଚ୍ଚାରଣ
[ସମ୍ପାଦନା]ଦାନ୍ତ ଖସା (ସେ) ଇ ଦେବା, ଦାନ୍ତ ଝଡ଼ା(ଡ଼େ)ଇ ଦେବାଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦାନ୍ତ ଝାଡ଼ିଦେବା
|
ଦେଶଜ - କ୍ରି.
[ସମ୍ପାଦନା]ଗାଲରେ ଚଟକଣା ବା ମୁଥ ଆଦିର ଆଘାତଦ୍ୱରା ଆହାତ ବ୍ୟକ୍ତିର ଦାନ୍ତ ତଳକୁ ଝଡ଼ିପଡ଼ିବାର ଉପାୟ କରିବା — To cause a person's teeth to be uprooted by means of slaps or fist-blows.