Jump to content

ଦାନ୍ତ ନିକୁଟା

ଉଇକିଅଭିଧାନ‌ରୁ

ଦାନ୍ତ ନିକୁଟା

ଉଚ୍ଚାରଣ

[ସମ୍ପାଦନା]

(ଦାନ୍ତ ନିକିଟା—ଅନ୍ୟରୁପ)

ଅନୁବାଦ

[ସମ୍ପାଦନା]

ଦାନ୍ତ ନିକିଟୀ, ଦାନ୍ତ ନିକୁଟୀଅନ୍ୟରୂପ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଦାନ୍ତକୁ ସାମାନ୍ୟରେ ଦେଖାଇବା; ଦାନ୍ତ ବିକୃତି —To show one's teeth slightly; slight grinning.

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଯେଉଁ ସ୍ତ୍ରୀଲୋକ କଥା କହିବା ବେଳେ ସାମାନ୍ୟରେ ଦାନ୍ତ ଦେଖାଏ — Showing the teeth slightly while talking.