Jump to content

ଦାନ୍ତ ନିସିଡ଼ିବା

ଉଇକିଅଭିଧାନ‌ରୁ

ଦାନ୍ତ ନିସିଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଦାନ୍ତନେଫେଡ଼ିବା, ଦାନ୍ତ ନେସେଡ଼ିବାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଦାନ୍ତ ଯାକ ସମୁଦାୟ ଦେଖାଇ ଓଷ୍ଠ ଦ୍ୱୟକୁ ବିସ୍ତାର କରିବା — To show the rows of teeth by spreading the upper and lower lips.