ଦାନ୍ତ ପାଟି
ଦେଖଣା
ଦାନ୍ତ ପାଟି
ଉଚ୍ଚାରଣ
[ସମ୍ପାଦନା](ଦାନ୍ତ ମୂଳ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦାନ୍ତ ପାଟି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଦାନ୍ତ ମୂଳଗଛ ମାଂସପିଣ୍ଡ; ଦନ୍ତମାଂସ — ୧. Gum of the teeth.
- ୨. (ସଂସ୍କୃତ - ଦନ୍ତପଂକ୍ତି) ପାଟିରେ ଥିବା ଦାନ୍ତର ଉପର ଓ ତଳ ଧାଡ଼ି — ୨. The jaws; rows of teeth (upper) and lower); a full set of teeth upper and lower.
[ଦ୍ରଷ୍ଟବ୍ୟ —ଦାନ୍ତର ଉପର ପାଟି —Upper jaw. ତଳ ପାଟି —Lower jaw.