Jump to content

ଦାନ୍ତ ବସାଇବା

ଉଇକିଅଭିଧାନ‌ରୁ

ଦାନ୍ତ ବସାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦାନ୍ତ ଲଗା(ଗେ)ଇବା, ଦାନ୍ତ ବାନ୍ଧିବାଅନ୍ୟରୂପ

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଅନ୍ୟର ଦାନ୍ତ ନ ଥିବା ପାଟିରେ କୃତ୍ତ୍ରିମ ଦାନ୍ତ ବସାଇବା — ୧. To set false teeth in the mouth of another.
୨. ନିଜର ଦାନ୍ତ ନଥିବା ପାଟିରେ ଡ଼ାକ୍ତରଦ୍ୱାରା କୃତ୍ତ୍ରିମ ଦାନ୍ତ ବସାଇବା —୨. To have false teeth in one's own jaw set by a doctor.