ଦାନ୍ତ ବସିଯିବା
ଦେଖଣା
ଦାନ୍ତ ବସିଯିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦାନ୍ତ ବସିଯିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଦଷ୍ଟ ସ୍ଥାନରେ ଦନ୍ତଚିହ୍ନ ରହିଯିବା — ୧. Impression of tooth left on a bitten part.
- ୨. ହଲୁଥିବା ଦାନ୍ତ ଔଷଧ ପ୍ରୟୋଗରେ ଶକ୍ତ ହେବା —୨. The loosened tooth becoming firm through the application of medicine.