Jump to content

ଦାନ୍ତ ଭାଙ୍ଗିଦେବା

ଉଇକିଅଭିଧାନ‌ରୁ

ଦାନ୍ତ ଭାଙ୍ଗିଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ସାପର ବିଷଦାନ୍ତ ଭାଙ୍ଗି ତାକୁ ନିର୍ବିଷ କରିବା —୧. To take out the fangs of a poisonous serpent.

(ଲକ୍ଷଣାର୍ଥ)—୨ କୌଣସି ବ୍ୟକ୍ତିଠାରୁ ପରର ଅନିଷ୍ଟ କରିବା ଶକ୍ତି କାଢ଼ିନେବା; ଗର୍ବ ଚୁର୍ଣ୍ଣ କରିବା — ୨. To deprive a person of his fangs or his power of injurning others; to make a person powerless; to crush one's pride.

୩. କୌଣସି ବ୍ୟକ୍ତିକୁ କଠୋର ଦଣ୍ଡ ଦେବା — ୩. To punish a person secerly.