ଦାନ୍ତ ଭିଡ଼ିବା
ଦେଖଣା
ଦାନ୍ତ ଭିଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦାନ୍ତ ଭିଡ଼ିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କଥା କହିବା ବେଳେ କ୍ରୋଧ ବା ବିରକ୍ତିକୁ ଚାପି ରଖିବା ପାଇଁ ଦାନ୍ତପାଟିକୁ ଚିପି ରଖିବା —୧. To close one's jaws to suppress anger or displeasure while speaking.
- ୨. ପ୍ରତିହିଂସା ନେବାର ବା ଶାସ୍ତି ଦେବାର ସୂଚନା ସ୍ୱରୂପ କ୍ରୋଧର ଦାନ୍ତକୁ ଦାନ୍ତ ଚିପି ଧରିବା — ୨. To close one's jaws indicatting a reslove to take revenge or to punish in future.
(ଯଥା— ତୁ ଦାନ୍ତ ଭିଡ଼ିଲେ ମୁଁ କଣ ଡ଼ରିଯିବା କି ରେ?)
- ୩. କୌଣସି କାର୍ଯ୍ୟ କରିବାକୁ ମନା କରିବା —୩. To indicate to a person by facial experssions not to do a thing.