ଦାନ୍ତ ଲଗେଇ ଦେବା
ଦେଖଣା
ଦାନ୍ତ ଲଗେଇ ଦେବା
ଉଚ୍ଚାରଣ
[ସମ୍ପାଦନା][ଦାନ୍ତଲଗା(ଗେ)ଇବା—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ଦାନ୍ତ ଲଗେଇ ଦେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଅନ୍ୟର ଦେହକୁ ବା କୌଣସି ବସ୍ତୁକୁ କାମୁଡ଼ିବା —To bite.
(ଯଥା—ଏ ଦୁଷ୍ଟ କୁକୁରଟା ସମସ୍ତଙ୍କ ଦେହରେ ହଠାତ୍ ଦାନ୍ତ ଲଗାଇ ଦେଉଛି)