Jump to content

ଦାନ୍ଦର

ଉଇକିଅଭିଧାନ‌ରୁ

ଦାନ୍ଦର

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ବାଉଁଶର ମୋଟ ପାତିଆଦ୍ୱାରା ବୁଣା ଯାଇଥିବା ବଡ଼ ଖଇଞ୍ଚି — A kind of big fishing basket with a net attached across the mouth to catch fish in flowing water.

[ଦ୍ରଷ୍ଟବ୍ୟ —ଏହାର ମୁହଁରେ ଜାଲ ଘେରା ହୋଇ ଜାଲ ମଝିରେ ଗୋଟିଏ ଛିଦ୍ର ଥାଏ ମୁହଁର ବ୍ୟାସ ୨୪: ହାତ ପର୍ଯ୍ୟନ୍ତ ହୁଏ ସ୍ରୋତ ବୋହୁଥିବା ସ୍ଥାନରେ ଏହାକୁ ବସାଇଲେ ଏଥିରେ ଛୋଟ ମାଛ ଧରାପଡ଼ି ଜାଲ ଭିତର କଣା ବାଟେ ଦାନ୍ଦରର ଗର୍ଭକୁ ପଶିଯାଇ ଆଉ ବାହାରି ପାରନ୍ତି ନାହିଁ]